utterance_id
stringlengths 18
18
| text
stringlengths 1
324
| audio
audioduration (s) 2
27.4
|
---|---|---|
KaInDe_utt00017462 | ମୁଁ ଭାବୁଚି library ରୁ ଯାଇଁ ବହି ଆଣିଆକୁ। | |
KaInDe_utt00017466 | ବହି ଆଣିବା ସେଇଥିରୁ exam ପାଇଁ ପଢିଆ ବସିକି ଆଉ, | |
KaInDe_utt00017468 | exam ବି ତ ପାଖେଇ ଆସିଲାଣି। | |
KaInDe_utt00017470 | ଓ ବହୁତ୍ tension ଲାଗିଲାଣି କେମିତି କଣ ପଢିକି, first exam ନା ଯାହାବି ହେଲେ ଟିକେ nervous ଲାଗିବ। | |
KaInDe_utt00017472 | ହଁ first exam ବି ଆମର college ରେ। | |
KaInDe_utt00017476 | ପା~ ପାଖେଇ ଆସିଲାଣି exam | |
KaInDe_utt00017478 | ହୁଁ ବହୁତ୍ ହିଁ nervous ଲାଗୁଛି, କେମିତି କଣ exam ହବ। | |
KaInDe_utt00017481 | ଆମଠୁ ଯୋଉ ମାନେ ବଡ ତାଙ୍କୁ ପଚାରିବା କେମିତି କଣ exam ହବ ତାଙ୍କଠୁ ପଚାରି ବୁଝିନବା ଆଉ, | |
KaInDe_utt00017483 | ହୁଁ ମୁଁ ପଚାରୁଥିଲି ଜଣେ ଦିଦିଙ୍କୁ ଯେ, ସେ କହିଲେ କି କିଛି ବି ମାନେ ଏମିତି ଉଁ question ଆସିବନି ଯେ ତମେମାନେ ଏତେ ଡରୁଚ। ତଥାପି ଯାହା ହେଲେ ଆମେ first time ନା ଡ଼ର ହିଁ ଲାଗିବ। | |
KaInDe_utt00017485 | ହଁ ଆମକୁ ସେଇ ହିସାବରେ prepare ହବାକୁପଡିବ, exam ପାଇଁ। | |
KaInDe_utt00017487 | ହଁ ପ୍ରାୟ ପିଲା ବି ଅଛନ୍ତି, ଭଲ ପଢୁଛନ୍ତି ଆମ section ରେ, କିନ୍ତୁ, note ତ ନାହିଁ କେମିତି କଣ ସବୁ ପଢିକି, course ସବୁ complete କରିଆକୁ ପଡିବ exam ପାଇଁ। | |
KaInDe_utt00017489 | ତମ section ରେ ଭଲ ପଢାହଉଁଛି? | |
KaInDe_utt00017491 | ହଁ ଆମ section ରେ regular class ବି ହଉଛି। ଭଲ ବି ପଢଉଛନ୍ତି ସବୁ lecturer ମାନେ। | |
KaInDe_utt00017498 | ହଁ coaching ବି ତ ଯାଉଚି। daily ଯିବାକୁ ତ ପଡ଼ୁଚି ଯେହେତୁ exam ଆସିଲାଣି ନା। ତମ section ରେ ଭଲସେ class ହଉଚି? | |
KaInDe_utt00017500 | ହଁ ଆମର ତ ସେମିତି ହଉଚି, ପିଲାମାନେ ବହୁତ୍ ବଦମାସ କରୁଛନ୍ତି। ପଢି ହଉନି । | |
KaInDe_utt00017502 | ଓହୋ ଦେଖାଯାଉ କଣହଉଚି exam ଟା first exam । | |
KaInDe_utt00017506 | ତମ section ରେ Sanskrit କେମିତି ପଢାହଉଛି? | |
KaInDe_utt00017508 | ହଁ ଆମର Sanskrit ବହୁତ୍ ଭଲ ପଢାହଉଛି। | |
KaInDe_utt00017510 | ଓହୋ ଆମର ବି ସବୁ ଭଲ ପଢାହଉଛି ଯେ, ହଉ ଭଲସେ ପଢ। | |
KaInDe_utt00017514 | ହଉ ମୁଁ ଯାଉଚି ପଢିବି। ତୁ ରଖ୍ ହେଲା। | |
KaInDe_utt00017525 | ହଁ ଭାଇ କଣ କହୁଛ ବୈରାଗି ଭାଇ? | |
KaInDe_utt00017531 | ହଁ ଭଲ ଆଉ କଣ ସେଇଭଳିଆ ଥଣ୍ଡା ଜର ଟିକେ ହେଇଯାଇଛି। | |
KaInDe_utt00017533 | ଆଉ ମତେ ବି ଗୋଡ ଟା ଟିକେ ଚିଣ୍ଡିଯାଇଛି ବୁଝିପାରୁଛ ନାଁ କଟିଯାଇଛି ଆଉ କୁଆଡେ ଯାଇହଉନି ଘରେ ବସିଛି ଆଉ। | |
KaInDe_utt00017537 | ଓହୋ ଆଉ ଗୋଡ ଟା ଛିଡିଯାଇଛି ଗୋଡ ଟା ଦେଖେଇଲନି ଯାଇ doctor ରେ? | |
KaInDe_utt00017539 | ହଁ ଏଇ ଦି ତିନ ରିଟା stitch ପଡିଛି ବା। | |
KaInDe_utt00017543 | ହୁଁ ଆଉ କଣ ତମ election ଦୁଇହଜାର ଚବିଶ ଆସିଗଲାଣି କଣ ହବନି କି? | |
KaInDe_utt00017545 | ହଁ ଆମ election ହବ ଆଉ ଏଥର କଣ ଗୋଟେ ମାନେ କହୁଛନ୍ତି ଯୋଉଭଳିଆ ହେଇଥିଲା ଏଇ ବର୍ଷେ ପାଇଁ ଗୋଟେ election ହେଇଥିଲା ଫେର ଆସିଲା election ଫେର କହୁଛନ୍ତି ହବ ବୋଲି। | |
KaInDe_utt00017549 | ହଁ କିଏ ଗୋଟେ death ହେଇଥିଲା ନାଁ କଣ ସେଇଥି ପାଇଁ ହେଇଥିଲା। | |
KaInDe_utt00017551 | ଓହୋ ଆଉ ଚବିଶ ରେ ତ ତମେ କଣ କାହାକୁ vote ଦବ ବୋଲି ଭାବିଛ? | |
KaInDe_utt00017553 | ମୋର ସେମିତି କିଏ vote ଫୋଟ ମୁଁ ଏତେ mind ଖେଳାଏନି vote ରେ election ରେ। | |
KaInDe_utt00017559 | ମୁଁ ଯେତବେଳେ vote ଦିଏ ମୁଁ କିଛି ଭାବେନି ଯେତବେଳେ vote ମତେ ଯିଏ ଭଲ ଲାଗିଲା ମୁଁ ଜିମି vote ଦେଇଦେଲି ପଳେଇ ଆସିଲି। | |
KaInDe_utt00017561 | ତମେ ତାହେଲେ ପଇସା ନେଇକି vote ଦିଅ? | |
KaInDe_utt00017563 | ମୁଁ ପଇସା ଫଇସା ମୁଁ ଖାଏନି କାହା କତିରୁ ମୁଁ ସେମିତି ଲୋକ ନୁହେଁ ଗାଁ ରେ ପାଞ୍ଚ ଜଣଙ୍କୁ ପଚାରିଦବ ମତେ ଜାଣିଛନ୍ତି ମୁଁ ପଚାରିବ ବୈରାଗି ଭାଇ କେମିତିଆ। | |
KaInDe_utt00017565 | ହଁ ଭାଇ ମୁଁ ଜାଣିଛି ମତେ କହୁଥିଲ ନାଁ ମୁଁ ସବୁ ସେଇଭଳିଆ କହିଦେଲି ଗୋଟେ ଆଉ ମଜାକ ରେ କହିଦେଲି। | |
KaInDe_utt00017566 | ଆଉ ସିଏ ତମକୁ କାମ କରିପାରିବାଣୀ କିଛି ବୁଝିପାରୁଛ କି? | |
KaInDe_utt00017568 | ଆଉ ମନୋଜ କୁ ତମ ଘର ପାଖର ମନୋଜ କୁ ପଚାରିଦବ ମୋ ସହିତ ବେଶୀ ମିଶେ ମୋ classmate ସିଏ ଆଉ ତମେ ପଚାରିଦବ ମନୋଜ ବୈରାଗି ଭାଇ କେମିତିକା। | |
KaInDe_utt00017571 | ହଁ ଭାଇ ମୁଁ ବି ସେଇଭଳିଆ ଗୋଟେ କଥା କହୁଥିଲି ଆଉ ଏଠିକାର ଆମର ବି ସେଇଭଳିଆ କଥା ମୁଁ କହକତିରୁ କିଛି ନିୟେନି କି ମୁଁ vote ଫୋଟ ଦିଏ ଦବାକୁ ଯାଏ ଭଲାଏନା ମୁଁ ଯଦି ଦିଏ vote ନୋଟାରେ ଚିହ୍ନରେ ଦେଇଦିଏ। ମେ କେହି ପସନ୍ଦ କରନ୍ତିନି କେହି ମାନେ ଭଲ ଲାଗନ୍ତିନି କେହି। | |
KaInDe_utt00017576 | ଗତ ବର୍ଷ ବୋହୁତ ମାନେ ଝଗଡା ଝାଣ୍ଟି ହେଇଥିଲା ତାପରେ କଣ କୁହନି ଦି ଦୁଇ ଦଳ ମାନେ ବୋହୁତ ହରାମି ଗଣ୍ଡଗୋଳ ଲାଗିଲେ ୟେ ଭଲ ନୁହଁ କି ସିଏ ଭଲ ନୁହଁ। | |
KaInDe_utt00017577 | ଥରେ ଗୋଟେ ମାନେ ସେଇଥି ପାଇଁ ସେଇଥରକ ମୁଁ ନୋଟା ରେ ଦେଇଥିଲି vote ଆଉକେବେ ନୋଟା ରେ ଦେଇନି ମତେ ଆଗରୁ ଗୋଟେ ଥିଲା । | |
KaInDe_utt00017581 | ହୁଁ ସେତବେଳେ ଆମ ଘରେ ଟିକେ ବେଶୀ ମାନେ support କରନ୍ତି କଂଗ୍ରେସକୁ। | |
KaInDe_utt00017584 | ତମ ବାପା କଂଗ୍ରେସ ଥିଲେ ନାଁ ଆଉ ତମେ ସେଇଠି ଜିତିବ ଆଉ। | |
KaInDe_utt00017586 | ମୋର ସେମିତି party ଫାଟି ୟେରେ ମୁଁ ପସିବିନି ସେ ସେ ମାୟାରେ ପଶିବି ମୁଁ ବାୟା ହେଇଯିବି। | |
KaInDe_utt00017588 | ହଁ ସେଟା ବି ଗୋଟେ ମୁଖ୍ୟ କାରଣ ବୁଝିପାରୁଛୁ ନାଁ ଆଉ ମୁଁ ହେଲା ସେଇ ନୋଟା ରେ ବାଡେଇଦିଏ ମତେ ଭଲ ଲଗନ୍ତିନି ଆଉ ଆମ ଏଠି vote ଦେଇଥିଲା ବୋଲି ହେଲା, ତାକୁ ଏବେ ସରପଞ୍ଚ ଯିଏ ହେଇଛି ହେଲା ସରପଞ୍ଚ ହେଇଛି ତାକୁ ଯେତବେଳେ। | |
KaInDe_utt00017589 | ତାକୁ ଯେତବେଳେ ତାକୁ ଡାକିଲା ପଛରୁ କଣ ଗୋଟେ କାମ ପାଇଁ ତ କଣ ଗୋଟେ ଯୁକ୍ତି ତରକ ଲାଗିଲେ ତୁ ମୋ ପାଇଁ କଣ ପଇସା ପତର ଖର୍ଚ୍ଚ କରିଛୁ? ମାନେ କଣ ସେମାନେ ପଇସା ଦେଇଦେଇଛନ୍ତି ତାକୁ ତାକୁ ହେଲା କଣ ଟାର କଥା ବୁଝିନାହାନ୍ତି ହେଲା। | |
KaInDe_utt00017591 | ଆଉ ଲାଭ କଣ ଦୁଇଶହ ଟଙ୍କା ଦେଇଦେଇଛି । | |
KaInDe_utt00017593 | ହଁ ବା ଏଠିବି ସେଇଭଳିଆ ବୋହୁତ ଲୋକ ମାନେ ବୋହୁତ ହେରଫେର କରିକି ସ୍ବାଧୀନ ବା ତିନ ଚାରିଜଣ ଦଳ ଫଳରୁ ବା ଛିଡା ହଉଛନ୍ତି ଖାଲି ସ୍ବାଧୀନ, ଅଲଗା party ରୁ ଚାରି ପାଞ୍ଚ ଜଣ ଛିଡା ହେଇଯାଉଛନ୍ତି ଏଠୁ। | |
KaInDe_utt00017603 | ମୁ କହିଲି ସେଇ ସ୍ବାଧୀନ ରୁ ଖାଲି ଛିଡା ହେଇପଡ଼ୁଛନ୍ତି ଚାରି ପାଞ୍ଚ ଜଣ ଏଇ ତ ଗତ ବର୍ଷ ଜଣେ ଛିଡା ହେଇଥିଲା ଜାଣିଥିବ। | |
KaInDe_utt00017607 | ସିଏ ଗୋଟେ ଜନଗଣନା ର ଲୋକ ନୁହଁ ସିଏ ମାନେ ଅ ଅକ୍ଷର ବି କିଛି ଜାଣିନି ଏ ପଇସା କଣ ରଖିଦେଇଛି ଦି ପଇସା ବୋଲି ସେ । | |
KaInDe_utt00017609 | ହଁ ସିଏ ଗୋଟେ କାରଣ ଏବେ ସବୁ କହୁଛନ୍ତି ଆମେ ନେତା ହବୁ। | |
KaInDe_utt00017613 | ଧରିଲେ social media ଡାକିଦେଲେ ବୋହୁତ ଫୁଲମାଳ ପକେଇଲେ ଡେ ଚାଲିଲେ ବାବୁ ବୁଲିଲେ। | |
KaInDe_utt00017615 | ହଉ ଭାଇ ଟିକେ କାମ ଅଛି ଘରୁ କାଇଁ ବାପା phone କଲେଣି ମୁଁ ରଖୁଛି ତମକୁ ପରେ call କରୁଛି ହାଁ। | |
KaInDe_utt00017616 | ହଉ ଭାଇ ମୁଁ ବି ରଖୁଛି ନିଦ ମାଡ଼ିଲାଣି ଟିକେ ଶୋଇବି। | |
KaInDe_utt00017621 | ହଁ hi ସିପ୍ରା | |
KaInDe_utt00017623 | ହଁ so ମୁଁ କିଛି ପଚାରିବାକୁ ଚାହୁଁଥିଲି | |
KaInDe_utt00017625 | କି ଆମର ଯାଉ summer vacation ଆସୁଛି ସେ summer vacation ରେ କିଛି other state ଆମେ ତ ଓଡିଶା ଆମେ famous ଜାଣିଛେ | |
KaInDe_utt00017626 | ତ other state ର ଯୋଉ famous dishes ଅଛି ତା ଉପରେ କିଛି ଯଦି idea ଅଛି ମତେ ଟିକେ share କର ମୁଁ ଏଇ summer vacation ରେ ମୋ ଛୁଆମାନଙ୍କୁ ବନେଇ ଦେବାକୁ ଚାହୁଁଛି | |
KaInDe_utt00017627 | ଆମର summer vacation other state ମାନେ କଣ ଆମର ତ ଧରା India ରେ ରହୁଛି ଆମ twenty-nine country | |
KaInDe_utt00017628 | ମାନେ state | |
KaInDe_utt00017630 | ଆ ସେଥିରୁ ଆମର | |
KaInDe_utt00017631 | dish ରହୁଛି ଯୋଉ ଆମର ରହୁଛି | |
KaInDe_utt00017632 | ମହାରାଷ୍ଟ୍ରୀୟ | |
KaInDe_utt00017634 | first state ରହୁଛି ଆମର ମହାରାଷ୍ଟ୍ର ମହାରାଷ୍ଟ୍ର ହଉଛି ମିଶେଲ ପା | |
KaInDe_utt00017636 | ଆଉ ପଞ୍ଜାବ ଅଛି | |
KaInDe_utt00017637 | next state ମକେଇ ଦି ରୋଟି | |
KaInDe_utt00017638 | ଆଚ୍ଛା | |
KaInDe_utt00017639 | ଆ state ହଉଛି ସେଥିରୁ ଆମର ବେଶୀ ଭଲ ହଉଛି | |
KaInDe_utt00017640 | କଷା ଉଁ ମାଂସ | |
KaInDe_utt00017641 | କଷାମାଂସ | |
KaInDe_utt00017642 | ଆଉ ଗୁଜୁରାଟ ର ଗୋଟେ ରହୁଛି dish ଢୋକଲା | |
KaInDe_utt00017646 | ଢୋକଲା first ଯୋଉ item ନ ହଉଛି ଢୋକଲା ସେଟା ର ଫେମସ ରହଚି ସେଇ ଢୋକଲା | |
KaInDe_utt00017648 | କାଶ୍ମୀର ର ଆମର ଗୋଟେ ରହୁଛି that is ଗୋଟେ ରହୁଛି ଆମର କାଶ୍ମୀର ର ଗୋଟେ ରହୁଛି Mogen josh | |
KaInDe_utt00017649 | ସେଟା ଗୋଟେ dish ରହୁଛି | |
KaInDe_utt00017650 | ସେଟା ମାଂସ ଉପରେ ତିଆରି ହେଇଥାଏ | |
KaInDe_utt00017652 | nonveg item ଟା | |
KaInDe_utt00017654 | ତାମିଲନାଡୁ ଅଛି ଗୋଟେ state ତାମିଲନାଡୁ as a ପୋଙ୍ଗଲ | |
KaInDe_utt00017655 | ପୋଙ୍ଗଲ ତ | |
KaInDe_utt00017656 | ତାମିଲନାଡୁରେ ପୁରା famous dish ଥାଏ | |
KaInDe_utt00017658 | ଆସାମ ରହୁଛି ଏପଟେ | |
KaInDe_utt00017660 | ଅମୃତଭଣ୍ଡାର କ୍ଷୀର | |
KaInDe_utt00017661 | ଖିର ମାନେ ଅମୃତଭଣ୍ଡାର ହାଲୁଆ type ର କ୍ଷୀର କ୍ଷୀରରେ ମାନେ ଖିରିଟା ହେଇଥିବ | |
KaInDe_utt00017663 | next item ହେଉଛି ଆମର ବିହାର ହେଲେ state ଆମର ରହୁଛି ବିହାର ରେ ରହୁଛି ଆମର ଲିଟି ଚୋଖା ଲିଟି ଚୋଖା ମାନେ ଯୋଉ ଆଳୁ ଉଁ ଛୋଟ ଛୋଟ ଆଳୁକୁ ଆମେ ଯୋଉ ପୋଡିକି ବନେଇଥାନ୍ତି ନା item | |
KaInDe_utt00017666 | ହିମାଚଳପ୍ରଦେଶ ରହୁଛି ଧଲ | |
KaInDe_utt00017667 | ଧଲ | |
KaInDe_utt00017669 | ପୁଣି ତା ଉପରେ ଥିବ ଆମର rice ଯୋଉ ରୁଟି ଥିବ | |
KaInDe_utt00017670 | ମାନେ ଡାଲି ସାଲାଡ | |
KaInDe_utt00017671 | ପରିବା ଏମତି ତିନିଚାରିଟା ଥିବ | |
KaInDe_utt00017678 | ତେଲେଙ୍ଗାନା କୋଉଟା dish ବେଶୀ famous ଅଛି | |
KaInDe_utt00017680 | dish ଟା ତେଲେଙ୍ଗାନାର | |
KaInDe_utt00017681 | ଶିଖିଲାଣି south ପଟେ ଶିଖିଲ south dish north dish ଆମକୁ ଯୋଉଟା ଗୋଟେ ଖରାପ | |
KaInDe_utt00017683 | ପୋଙ୍ଗଲ ଅଛି ତେଲେଙ୍ଗାନା ରେ କଣ ଅଛି ତେଲେଙ୍ଗାନା dish ଟା ହଉଛି | |
KaInDe_utt00017684 | ତେଲେଙ୍ଗାନା ହାଇଦ୍ରାବାଦ ବିରିୟାନୀ | |
KaInDe_utt00017685 | ଆଚ୍ଛା ହାଇଦ୍ରାବାଦ summer ବକ୍କତୀୟନ ରେ ବସି spice dish ବତେଇଲା | |
KaInDe_utt00017687 | ହାଇଦ୍ରାବାଦ ବିରିୟାନୀ ଏବେତ ପୁରା ଚାରିଆଡେ famous ହେଇ ଯାଇଛି | |
KaInDe_utt00017688 | ହାଇଦ୍ରାବାଦ ତ ଆମେ ଯେବେ ଗଲେ ବିରିୟାନୀ ଖାଇଥାଉ | |
KaInDe_utt00017689 | ଆଉ summer vacation କୁ basically ଆମେ କୋଉଟା ନେଲେ better ରହିବ summer vacation ରେ | |
KaInDe_utt00017690 | ମାନେ summer ରେ ଆମକୁ generally କଣ ବହୁତ ଦରକାର ପଡେ | |
KaInDe_utt00017691 | summer ରେ ଆମର normal ତ ଯୋଉ ହିମାଚଳପ୍ରଦେଶ ର ଖାଦ୍ଯ ରହୁଛି ଯୋଉ rice | |
KaInDe_utt00017692 | ରୁଟି ସାଲାଡ ଦହି | |
KaInDe_utt00017693 | ଓ ହୋ | |
KaInDe_utt00017694 | ଏଇ item ଏଇ item ଭଲ ରହିବ |
End of preview. Expand
in Dataset Viewer.
README.md exists but content is empty.
Use the Edit dataset card button to edit it.
- Downloads last month
- 20