utterance_id
stringlengths 18
18
| text
stringlengths 1
324
| audio
audioduration (s) 2
27.4
|
---|---|---|
KaInDe_utt00017696 | ଆଚ୍ଛା | |
KaInDe_utt00017697 | ଆଉ ଓଡିଶା ର ସବୁଠୁ best ଛେନାପୋଡ | |
KaInDe_utt00017699 | ସବୁଠୁ best ହଉଛି | |
KaInDe_utt00017704 | ପଖାଳ ଭାତ କୁ ବଢିଚୁରା ଆମ ଓଡିଶା ର ସବୁଠୁ best item ତ ସହିତ fish ଥିବ ଛେନାପୋଡ | |
KaInDe_utt00017708 | ଡାଲବାଟି ଚୁରମା ସେଟା ବି ଗୋଟେ ଡାଲି ଯୋଉଟା କି ଆମର protein ବହୁତ ମିଳୁଛି ଆମକୁ | |
KaInDe_utt00017709 | ସେଟା ଗୋଟେ ବହୁତ ଭଲ ଜିନିଷ | |
KaInDe_utt00017710 | ଏଇଟା କୁ ବନେଇକି ଖାଇଲେ ଦେହ ପାଇଁ ବୋଧେ ବହୁତ ଭଲ ରହିବ | |
KaInDe_utt00017712 | ଆଉ ତ ଆମ ଶୀତଦିନ ବି ପଳେଇଲା ଆମର ପଞ୍ଜାବ ରେ ବହୁତ famous ଥାଏ ଶୀତଦିନରେ | |
KaInDe_utt00017714 | ସବୁଠୁ famous ଜାଗାତ ଗୋଆ ଗୋଆ ଗଲେ ତ ଆମେ fish curry ଖାଏ ଖୁସିରେ ବହୁତ famous fish curry | |
KaInDe_utt00017716 | ସେ ଆମର west Bengal ରେ ବି fish curry ବହୁତ famous ଥାଏ ନା fish west Bengal ରେ ବି ବହୁତ use ହୁଏ | |
KaInDe_utt00017718 | ମାଛ ଯୋଉ ଭିତରେ | |
KaInDe_utt00017719 | ଆଉ ଯୋଉ ମାଛ ଝୋଲ ବି ସେଟା କଣ ବେସର ର | |
KaInDe_utt00017720 | ହଁ କଷାମାଂସ ବି ଭଲ ଲାଗେ ସେଟା west Bengal ର | |
KaInDe_utt00017722 | ସେଟା ଆମେ generally ଏମତି insta ରେ | |
KaInDe_utt00017724 | ତିନିଟି ଦିନରେ ହିଁ ଖାଇ ପରିବା | |
KaInDe_utt00017725 | ଦେଖିବା summer vacation ମାନେ ଏଇ time ଯାରେ ମାନେ ଖରା ଦିନ ଯାରେ | |
KaInDe_utt00017726 | ଆମକୁ normally simple rice | |
KaInDe_utt00017727 | ଆଜିନା ଓଡିଶା ର ଖାନା rice ଆଉ ବଢିଚୁରା | |
KaInDe_utt00017729 | ଯଦି ଆମେ ଦେଖିବାକୁ ଗଲେ ମାନେ ଆମକୁ specially କିଛି item ବନେଇବାର ଅଛି ହେଲେ | |
KaInDe_utt00017730 | ନିଜର ଆମର ମିଶା ମାଛ କୋରା ମାନେ ସେଟା ଗୋଟେ ବି ଗୋଟେ non veg item ରେ ଯାଉଛି | |
KaInDe_utt00017732 | ଆଉ ଗୋଟେ ଯାଉଛି ଚିମଲା ଯୋଉତ କି ସେଟା simple ବେସନ related item ଟା ଯୋଉଟା କି ଆମକୁ digestion ବି easily ହେଇଯିବ | |
KaInDe_utt00017733 | ସେଟା ଗୋଟେ ବନେଇବା କହିଥିଲି summer vacation ରେ | |
KaInDe_utt00017734 | ଆମର ଗୁଜୁରାଟ ର ଢୋକଲା ବନ ହଉଛି ସେଟା snack snacks item ଯଦି ଆମେ use କରି ଖାଇ ପାରିବା ଖରା ଦିନେ | |
KaInDe_utt00017735 | ଢୋକଲା ଟା ବି ବେସନରେ ବନାହୁଏ ନା | |
KaInDe_utt00017738 | ଆଉ କୋଉ ଟା ଯୋଉଟା କି heavy ନଥାଏ ଆମ ମାନଙ୍କର dish ରେ ସେ ଯୋଉ ଏଟା ବିହାର ର ସେଟା କଣ କହିଲ ଡାଲବାଟି ଚୁରମା ନା ନା ବିହାର ର କଣ କହିଲା ସେଟା | |
KaInDe_utt00017744 | ଆଳୁ ଟାକୁ ପୋଡା ହେଇକି | |
KaInDe_utt00017746 | ଗୋଟା ଆଳୁ ଟା ପୋଡାହେଇକି ଚକୁଳି କରା ଯାଏ | |
KaInDe_utt00017748 | ସେଟା ଏଥର summer vacation ରେ ଯେବେ ଗୋଟେ ମାସ ଟେ ଛୁଟି ମିଳିବ ସେଥିରେ ଆରମ ସେ ବସି ଗୋଟେ ଗୋଟେ item ଘରେ prepare କରିବା ନିଜେ ବି ଖାଇବା ପିଲାମାନଙ୍କୁ ଖୁଆଇବା guest ମାନଙ୍କୁ ବି ଦେବା | |
KaInDe_utt00017749 | ମୁଁ କିଛି ଭଲ ଭଲ item କହିବି ଯୋଉଟା କି ଗେସ୍ଟ ଆସିଲେ ଦେବାକୁ ଭଲ ଲାଗିବ ଦେଖିକି ସେମାନେ କାହିଁକି ନା ଆମ ଓଡିଶା ରେ ଏସବୁ ଜିନିଷ ମିଳେନି ନା normally | |
KaInDe_utt00017752 | ନାଁ ଆମେ କବାବ ଯୋଉଟା କି ଇନ୍ଦୋର ରେ ବେଶୀ famous ଥାଏ ସେଟା କବାବ ମାନେ love of the ଇନ୍ଦୋର ରେ ଥାଏ that's କବାବ ତାଙ୍କର ବହୁତ famous ଥାଏ କବାବ ବନେଇକି ଖାଇବା କଥା ଆଉ guest ମାନଙ୍କୁ ଦେବ କଥା ବି | |
KaInDe_utt00017753 | ତନ୍ଦୁରୀ କବାବ ବହୁତ ଗୁଡେ କବାବ ରହୁଛି | |
KaInDe_utt00017755 | ଆଉ ଆମର ହିନ୍ଦୁ ମାନେ ସେତେ ପସନ୍ଦ କରନ୍ତି ନାହିଁ ଖାଇବା ପାଇଁ | |
KaInDe_utt00017757 | ଆଉ ବହୁତ ଆମର ର ତ ସେମିତି ଆମର ତ famous ଆମେ ବହୁତ ଭଲସେ ଜାଣିଛ other state ର ଯୋଉ famous ଯାକ କେବେ apply ମାନେ ନିଜ ଘରେ କେବେ prepare ବି କରିନେ | |
KaInDe_utt00017758 | ସେଟାକୁ କରିଲେ ବହୁତ ଭଲ ଲାଗିବ | |
KaInDe_utt00017759 | ଆମର ଏପଟେ ବନାନ୍ତି ଉଁ ସେଟାକୁ କଣ ଗୋଟେ ବାଉଁଶ ରେ mutton ବନାନ୍ତି | |
KaInDe_utt00017760 | ସେଟ କୋଉ state ରେ bamboo ରେ ବହୁତ ହୁଏ ନାଗାଲାଣ୍ଡ | |
KaInDe_utt00017762 | bamboo ରେ ମାନେ ବାଉଁଶ ରେ ବହୁତ ଗୁଡେ dish ବନାଯାଏ | |
KaInDe_utt00017763 | ତାଙ୍କର ଥାଏ bamboo soup | |
KaInDe_utt00017764 | ସେଟା ବାଉଁଶ ରେ ସେମାନେ ବନାନ୍ତି | |
KaInDe_utt00017766 | ଆନ୍ଧ୍ରପ୍ରଦେଶ ରେ ଗୋଟେ item ବନାଯାଏ ଅ ପରାଠା ରକୁଲୁ | |
KaInDe_utt00017769 | ଏଇ summer vacation ରେ ମତେ ମୋମୋ ବନେଇବାର ବହୁତ ଜରୁରୀ କାହିଁକି ନା ମୋମୋ ସମସ୍ତଙ୍କୁ ପସନ୍ଦ ଆସେ ସିକିମ ର ସେଟା famous dish ମୋମୋ ତାର veg ବି ବନେଇ ହୁଏ non veg ବି ବନେଇ ହୁଏ | |
KaInDe_utt00017770 | ଘରେ ତମେବି try କର ମୋମୋ | |
KaInDe_utt00017774 | summer vacation ଆମର ତ working ଯୋଉଟା କି ଆମକୁ time ମିଳେନି | |
KaInDe_utt00017777 | normal ମୋମୋ ବି ତମେ ବନେଇ ପାରିବ ଆରାମସେ | |
KaInDe_utt00017779 | ନାଇଁ ମୁଁ କହୁଛି ମୋମୋସ ର କଣ କଣ variety ଅଛି | |
KaInDe_utt00017780 | ମୋମୋ ସହିତ ଗୋଟେ ହଉଛି ଉଁ normal ତ ଗୋଟେ ମୋମୋ ମିଳୁଛି ଆଉ ଗୋଟେ ତ ମିଳୁଛି ମୋମୋ | |
KaInDe_utt00017782 | ମାନେ ମୋମୋସ ରେ ଆମେ କଣ ସବୁ ପ୍ରକାରେ stoppings ଦେଲେ ହେବ ଯେମିତି chicken ମୋମୋ ତ ମୁଁ ଜାଣିଛି | |
KaInDe_utt00017783 | ଆ ତ ଭିତରେ suppose ଆମେ chow Mein ର chow Mein ବନେଇ କି ଦେବା Maggie ବନେଇ କି ଦେବା ଅ Maggie ବନେଇ ପାରିବା ସିଝା Maggie ନୁହଁ ସବୁ vegetable ସବୁ ପକେଇ ଦେଇକି ତାକୁ ଯଦି ଆଣି ମୋମୋସ ର stopping ରେ ଦେବା କଣ ଭଲ ଲାଗିବ | |
KaInDe_utt00017784 | ହଁ ବହୁତ test ଥାଏ | |
KaInDe_utt00017785 | ଆଚ୍ଛା ତମେ କେତେ ପ୍ରକାରେ ମୋମୋସ ଖାଇଛ ମୁଁ ତ ମୋ life ରେ ଗୋଟିଏ ମୋମୋସ ଖାଇଛି chicken ମୋମୋ ଆଉ କିଛି ଖଇନି କି କେବେ try ବି କରିନି | |
KaInDe_utt00017786 | ଅ ତମେ କଣ ସେମିତି କଣ ମୋମୋ try କରିଛ କେବେ | |
KaInDe_utt00017787 | ମୁଁ ତ ମୋମୋ ଖାଏ ମୋମୋସ ଖାଇଛି ଗୋଟେ ଖାଇଛି veg ମୋମୋସ ସେଥିରେ ପନିର | |
KaInDe_utt00017788 | ପନିର ରେ ବନା ଯାଇଥାଏ ପନିର ଆଉ ପତ୍ରକୋବି ମିଶେଇକି mix କରି | |
KaInDe_utt00017789 | ହଁ ହଁ | |
KaInDe_utt00017790 | ହେଲେ ମୋମୋସ ରେ ଆମେ ଚାହିଁଲେ ସେଟା କି ଆମେ ପନିର ରେ କରି ପାରିବା mushroom ରେ କରି ପାରିବା then ଆଉ କାହାର ବନେଇ ହେବ vegetables ମାନେ | |
KaInDe_utt00017791 | fry ମୋମୋସ ବି | |
KaInDe_utt00017793 | ଆଛା ମୁଁ ତ ମୋମୋ ଗୋଟେ ହିଁ ଖାଇଛି ଆଉ ବେଶୀ କିଛି idea ନହିଁ ମତେ ମୋମୋସ ଉପରେ ହାଉ ମୋମୋସ ସେଇ ସବୁ summer vacation ରେ ବନେଇବା | |
KaInDe_utt00017794 | ଆଉଗୋଟେ ବନେଇଲେ ହେବ ଯୋଉଟା କି | |
KaInDe_utt00017796 | ଆମର ଅରୁଣାଚଳପ୍ରଦେଶ ରେ ଯୋଉଟା କି ଆମେ ଖରାଦିନେ ବେଶୀ fry ଜିନିଷ ବି ଖାଇ ପାରିବାନି ଏକେରେ boil ଜିନିଷ ତ ଖାଇବା boil ଜିନିଷ ହିଁ ବେଶୀରେ ଖାଇବା ଆଉ କଣ oil ବାଲା ଜିନିଷ ଖରାଦିନେ ଖାଇହୁଏ ତ ଆମର ଅରୁଣାଚଳପ୍ରଦେଶ ରେ ଗୋଟେ ମିଳେ ସୂତା | |
KaInDe_utt00017797 | ସୁତ୍ତା ସୁତ୍ତା ସେଟା ଗୋଟେ soup ଟା ଯେକି ଆମେ ଶୀତଦିନେ ବେଶୀରେ soup ପିଉ but ଏଥିରେ oil use ହୁଏନି ନା ଆଜିକାଲି ଯେମତି situation ଅଛି virus ର situation ଯାହା ଚାଲିଛି | |
KaInDe_utt00017798 | ତ ସେତିକି ଆମକୁ ଯଦି ଜିନିଷ ଖାଇବା ଯଦି କମ oil ଜିନିଷ ଖାଇବା ଆମ ଦେହ ପାଇଁ ଭଲ ତ ଅରୁଣାଚଳପ୍ରଦେଶ ରେ ଗୋଟେ soup ମିଳେ | |
KaInDe_utt00017799 | ସେ soup କୁ ସୁତ୍ତା ବୋଲି କହୁଛନ୍ତି ଯୋଉତ କି ଅମରୁଦରୁ ସବୁ ପକେଇ କି କରାହୁଏ | |
KaInDe_utt00017801 | ମୁରୁତ ମାନେ ଆମର ଯୋଉ chow Mein | |
KaInDe_utt00017803 | ହଁ chow mean କୁ boil କରିବ ସେଥିରେ water କିଛି ଦେବ ସୋୟା Sause vinegar ଆଁ Sause different type of Sause vegetables ସେ ସବୁଯାକ ପକେଇ କି ତାକୁ | |
KaInDe_utt00017804 | ସେଟା ସବୁ vegetables boil ହେଲା ପରେ ତାର ପାଣି ତାର juice ସବୁଯାକ ସେ ଗୋଟେ bowl କୁ transfer କରିବ ସେଥିରେ ଯୋଉ boil chow mean ଜା ଥିବ ତା ଦିହରେ ପକେଇଦେବ | |
KaInDe_utt00017805 | ସେଇଆ କୁ ଖାଇବ ତ ଉପରେ ସେଗୁଡା black salt ପକେଇବ ଆଉ black salt ସେଟ କଣ କହୁଛନ୍ତି black paper ପକେଇବ ସେଇଟା ପକେଇ ଖାଇଲେ ବହୁତ test ଲାଗିବ | |
KaInDe_utt00017807 | ଏବେ ଯୋଉ flue ଆସୁଛି flue ପାଇଁ ତ ଭଲ କାମ ଦେବ ସେଟା | |
KaInDe_utt00017808 | ହଁ ସେଟା ତ କହୁଛି hot ଜିନିଷ flue ପାଇଁ ଆହୁରି ଆହୁରି ବେସିରେ ଆମକୁ flue ଟା ଆମକୁ summer ରେ ହିଁ ଧରେ | |
KaInDe_utt00017809 | ଥଣ୍ଡା କଫ ବେଶୀ ଆମକୁ summer ରେ ହିଁ ଧରିବ ତ ଆମକୁ ଏଇ dish ଗୁଡାକ ଆମକୁ ବହୁତ help କରିବ | |
KaInDe_utt00017811 | ଆଉଟେ ବାଜାରା ର ଖେଚିଡି ଗୋଟେ ରହୁଛି | |
KaInDe_utt00017812 | ଖେଚିଡି ସବୁଥି ପାଇଁ best ସବୁ patient ପାଇଁ best ଖେଚଡି | |
KaInDe_utt00017813 | ଜର ହେଇଥିଲେ ତ doctor ମାନେ ଛୋଟଛୁଆ ମାନଙ୍କୁ recommend କରନ୍ତି | |
KaInDe_utt00017815 | ସେଟା ବି ଗୋଟେ ବଜରା ରୁ ତିଆରି ହଉଛି ଆମର ବି ଏଠି ବଜରା ଦୁକାନ ରେ ମିଳିଯାଉଛି | |
KaInDe_utt00017816 | ସେଟା ଆଣିକି ବନେଇକି ଆମେମାନେ ଆରମ ସେ ଘରେ ଖାଇପାରିବା ଖେଚିଡି ତ ଆମେ ଘରେ ବାନଉଛେ ବି | |
KaInDe_utt00017818 | ହଁ ସେଇ process ରେ ହିଁ ଆମେ ବଜରା ଆଣିକିରି ଚାହିଁଲେ ଛେଚିଡି ବନେଇକିରି ଖାଇପାରିବା ଆଉ ଗୋଟେ ଜିନିଷ normally ଅ Indian dish ଯଦି ଯାଏ ଯୋଉଟା କି ଆମର India ରେ ବନାହୁଏ ସେଟ ହଉଛି ସାଗୁ ଉପମା | |
KaInDe_utt00017819 | ସାଗୁ ଉପମା ତ India ରେ ବନା ହଉଛି | |
KaInDe_utt00017821 | ତ ସେଟା ସବୁ state ରେ ବନା ହୁଏ ସମସ୍ତେ ବନାନ୍ତି ସାଗୁ ଉପମା | |
KaInDe_utt00017824 | ସାଗୁ ରେ ଉପମା ବନାଯାଏ ସଗୁରେ ବଢି ବି ବନାଯାଏ | |
KaInDe_utt00017825 | ଆଚ୍ଛା ମୁଁ ସାଗୁ ଉପମା ଖାଇଛି ସାଗୁ ଖିରୀ ଖାଇଛି ସାଗୁ ବଢି କେବେ ବନେଇନି ଏଇ ଦିଟା ବନେଇଛି ହେଲେ ସାଗୁ ବଢି ବନେଇନି | |
KaInDe_utt00017827 | ଆଚ୍ଛା ମତେ ସେଇ ବୋଧେ same process ରହିବ ବଢି କୁ ସିଝା ଯିବ | |
KaInDe_utt00017830 | ସେ ପାଣି type କରିକି ସେ ଯୋଉ | |
KaInDe_utt00017831 | ମସଲା ଦେଇକି ସେଥିରେ ବଢି ଇଡିଲି କଡ଼ର ଉପରେ ସେ ପାଣି ଥିବ ତଳେ ଉପରେ କପଡା ପକେଇକି ସେଥିରେ still ରେ ପକାଯାଏ | |
KaInDe_utt00017832 | ସେଟାକୁ କହନ୍ତି | |
KaInDe_utt00017833 | steam କରିଯିବ | |
KaInDe_utt00017834 | ଆଚ୍ଛା ହେଲେ ମାନେ ଏଠି ବଢି କୁ grinding | |
KaInDe_utt00017836 | ସାଗୁ କୁ grinding କରା ଯାଏନି | |
KaInDe_utt00017839 | ମାନେ ସାଗୁ ଟାକୁ ବତୁରା ଯିବ ବତୁରିକି ଚକୁଡି ତା ଭିତରେ ମସଲା ପକାଯାଉଛି | |
KaInDe_utt00017840 | ନାଇଁ ନାଇଁ ସାଗୁଗୁଡାକୁ first କଣ କରିବ ବତୁରେଇ କି ସିଝାଯିବ | |
KaInDe_utt00017842 | ପାଣି ପକେଇକି ସିଝେଇ ଦେବୁ | |
KaInDe_utt00017844 | first ପାଣି ପକେଇକି ସିଝେଇକି ସେଥିରେ ନୁଣ | |
KaInDe_utt00017845 | ରାଶି black paper ଟାକୁ ପକେଇକି ସେଥିରେ ଗୋଟେ ମାନେ | |
KaInDe_utt00017846 | ଇଟିଲି କରା ଛାଞ୍ଚରେ ପକେଇକି ସେଥିରେ ସେଥିରେ କଣ କରାଯିବ ଗୋଟେ କପଡା ପକେଇକି ସେ ଉପରେ ଗୋଟେ plate ମିଳୁଛି ଆମର | |
KaInDe_utt00017849 | ସେ plate ଉପରେ ସେଟାକୁ plane କରି ପକାହେବ ପକାହେଇ ସେଟାକୁ round shape କରିବ ପାଣି ଟା ପଡିଲେ ସେଟା round shape ହେଇଯିବ plate ଉପରେ ସେ plate ଟାକୁ ନେଇକି ଇଡିଲି କର ହାଣ୍ଡି ଉପରେ ରଖି steam ଦିଆଯିବ steam ଦେଲାପରେ ସେଟ ବାହାର କରିକି | |
KaInDe_utt00017850 | ସେଥିରେ ନା ସେଟା ନେଇକି ଖରାରେ ଶୁଖା ଯିବ | |
KaInDe_utt00017852 | ସେଟ ଶୁଖିଗଲା ପରେ ହଁ ସେଟା ଆଣିକି ଛାଣି ଖାଇଦେବ | |
KaInDe_utt00017855 | କରିକି steam କରିଦେବା ପାଇଁ | |
KaInDe_utt00017856 | ହଁ ଘରେ ବି କପଡା ପକେଇ ସେ ଉପରେ ରଖିଦେଲେ ସିଏ ଶୁଖିଯିବ କିଛି ଅସୁବିଧା ନାଇଁ ଖରାହେଲେ ବି ଶୁଖିବା ହେଲେକି କିଛି ଇଏ ନାଇଁ ଘରେ ବି ସେଟା ଶୁଖିଯାଏ | |
KaInDe_utt00017858 | ଆଚ୍ଛା ହେଲେ ଏମିତି ଅ ବଢି | |
KaInDe_utt00017859 | ଛପ କରିକି ପକା ହେଇଥିବ କିନ୍ତୁ ବ ବ ବଢି ଗୁଡା ଇଏ ହେଲା fry ହେଲା ପରେ ବହୁତ ବଡ ହେଇଯାଏ | |
KaInDe_utt00017860 | ସେ ସାଗୁ ରେ apply କରିବାକୁ କେମତି ବନେଇବା ଆଉ summer ତ ଆସୁଛି ଛୁଟିରେ ଦିଦି ଆମେ ବଢି |